ଅନୁଗୋଳ: କୁଲାଡ ଗ୍ରାମରୁ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ
Anugul, Angul | Nov 15, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ବଳରାମ ପ୍ରସାଦ ଗ୍ରାମର ଜଣେ ମହିଳା ଆଜି ନାଲକୋ ଥାନାରେ ଅପରାହ୍ନ ତିନିଟା ବେଳେ ଅଭିଯୋଗ କରିଛନ୍ତି କି ଗତ କାଲି ରାତି ଏଗାରଟାରୁ ତାଙ୍କ ଝିଅ କେଉଁ ଆଡେ ଶଶୁର ଘରୁ ନିଖୋଜ ଅଛନ୍ତି। ଯାହା ଫଳରେ ମହିଳାଙ୍କ ପରିବାର ଆଜି ଖବର ପାଇ ଥାନାରେ ଅଭିଯୋଗ କରିଛନ୍ତି।