ବଡସାହି: ଆମ୍ବଯୋଡା ଗ୍ରାମରେ ଜମିବିକ୍ରି ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି କାଚବୋତଲ ଓ ଠେଙ୍ଗାରେ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ
Barsahi, Mayurbhanj | Jul 22, 2025
ଆମ୍ବଯୋଡ଼ା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଜମି ବିକ୍ରି ପରେ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ମଙ୍ଗଳବାର ରାତି...