ବ୍ରହ୍ମପୁର ପୋଲିସ ଜିଲ୍ଲାର କରପଡ଼ାରେ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ ଚଢ଼ାଉରେ ୨୬ ଜୁଆଡି ଗିରଫ ହୋଇ କୋର୍ଟ ଚାଲାଣ ହେବା ସହ ପୋଲିସ ସେମାନଙ୍କ ଠାରୁ ନଗଦ ୯ ଲକ୍ଷ ୨୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ,୩୨ଟି ମୋବାଇଲ ଫୋନ୍,୧୨ ଟି ଦୁଇ ଚକିଆ ଗାଡ଼ି ଓ ୧୮ ପକେଟ୍ ତାସ୍ କାଟା ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ।ରବିବାର ଅପରାହ୍ନରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।