ଜଗତସିଂହପୁର: ଜିଲ୍ଲା ପୋଲିସ ମୁଖ୍ୟଳୟ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ଜିଲ୍ଲାର ସମସ୍ତ କ୍ରାଇମ ରେଟ ସମ୍ପର୍କରେ ସୂଚନା ପ୍ରଦାନ
ଜିଲ୍ଲା ପୋଲିସ ମୁଖ୍ୟଳୟ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ଜିଲ୍ଲାର ସମସ୍ତ କ୍ରାଇମ ରେଟ ସମ୍ପର୍କରେ ସୂଚନା ପ୍ରଦାନ l ଆଜି ସନ୍ଧ୍ୟା 5ଘଟିକା ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ସମସ୍ତ ଥାନାର କ୍ରାଇମ ରେଟ ସମ୍ପର୍କରେ ସୂଚନା ଦିଆଯାଇଛି । ମୋଟ ବେପରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକଙ୍କ ଠାରୁ4ଲକ୍ଷ 19ହଜାର 500 ଟଙ୍କା ଆଦାୟ କରାଯାଇ ଥିବା ବେଳେ, ମୋଟ 157ଲିଟର 060 ମିଲିଲିଟର ଚୋରାମଦ ଜବତ କରାଯାଇଛି, ସେହିପରି ମୋଟ 13ଟି ଅବକାରୀ କେଶ ରୁଜୁ ହୋଇଥିବା ବେଳେ, ମୋଟ 13ଜଣ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ସୂଚନା ମିଳିଛି