ଆଠମଲ୍ଲିକ: ସର୍ଭିସ ରାସ୍ତା ନିର୍ମାଣ ପାଇଁ ଜାତୀୟ ରାଜ ପଥ ବିଭାଗ ଅଧିକାରୀ ଙ୍କ ସମୀକ୍ଷା କଲେ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପସି ପଞ୍ଚାଯତ ର
କଦଳିମୁଣ୍ଡା ଠାରେ ନିର୍ମାଣ ହୋଇଥିବା ଜାତୀୟ ରାଜପଥ ରାସ୍ତା କଡରେ ସର୍ଭିସ ରାସ୍ତା ସହ ଉଭୟ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ କଦଳିମୁଣ୍ଡା ଗ୍ରାମବାସୀ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରଦାନ କରିବା ପରେ ଗୁରୁବାର ଦିନ ଅପରାହ୍ନ 4 ଟା ରେ ଜାତୀୟ ରାଜ ପଥ ବିଭାଗ ର ଏକ ଟିମ ଉକ୍ତ ଗ୍ରାମ କୁ ଆସି ସମୀକ୍ଷା କରିଛନ୍ତି l ଜାତୀୟ ରାଜ ପଥ ବିଭାଗ ର ଅଧିକାରୀ ସୁରେନ୍ଦ୍ର ରାଉତ, ପିଡି ଙ୍କ ପ୍ରତିନିଧି ଅଶୋକ ପାଢ