ଲକ୍ଷ୍ମୀପୁର: ଏ ମାଲକାନଗିରି ପଞ୍ଚାୟତରେ ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ଏ ମାଲକାନଗିରି ପଞ୍ଚାୟତରେ ୩୫ ଲକ୍ଷ ର ନୂତନ ପଞ୍ଚାୟତ ଅଫିସ୍ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରିଥିଯାଇଛି। ଉପସ୍ଥିତ ଥିଲେ ଏ ମଲଗାନଗିରି ସରପଞ୍ଚ କୁମୁଟି ଜାନି ଯୁବ ସମାଜ ସେବୀ ତଥା କଂଗ୍ରେସ କର୍ମୀ ଦେବେନ୍ଦ୍ର କୁଲଦୀପ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏମ ଗୋବିନ୍ଦ ରାଓ ଏ ଡି ଓ ସୁମନ୍ତ ଚୌଧୁରୀ ମିଶନ ଶକ୍ତି ଏମ ବି କେ ମଧୁସ୍ମିତା ସେମର୍ଲିଆ ଯୋଗାଣ ସହାୟକ ବାବୁଲି ଖରା ସମିତି ସଭ୍ୟ ନରସିଂହ କୁଲଦୀପ ସମେତ ପଞ୍ଚାୟତ ର ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କରିଥିବା ଦିନ୧୧.୩୦ଟା ସମୟରେ ଦେଖା ଦେଇଛି।