ଛତ୍ରପୁର ଷ୍ଟେସନ ରୋଡ଼ କୃଷକ ବଜାର ନିକଟ ରେ ଏକ ଉନ୍ନତ ମାନର ଟେକ୍ନୋଲୋଜି ଥିବା ଏଫ ଏଣ୍ଡ ଏ ଫିଟନେସ୍ ଜିମ ଉଦଘାଟିତ ହୋଇଯାଛି। ଏହି ଜିମ କୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟ ହିଁ ସବୁ ଠୁ ବଡ଼ ସମ୍ପଦ। ଆଜିର ଯୁବ ପିଢ଼ି ଯଦି ଫିଟ ଓ ଶକ୍ତି ଶାଳୀ ହେବ,ତେବେ ଆସନ୍ତାକାଲିର ସମାଜ ଆପେଖ୍ୟାତିତ ଭାବେ ଶକ୍ତି ଶାଳୀ ହେବ ବୋଲି ସେ କହିଥିଲେ।