ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଠାରେ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ, ରାସୋଳ,ବାଲିମି ଥାନା ପୋଲିସ ପୋଲିସ ସହ ହିନ୍ଦୋଳ sdpo ସତ୍ୟ କୁମାର ନନ୍ଦ ଯୋଗ ଦେଇଥିଲେ। ଏଥିରେ ବହୁ ବୁଦ୍ଧିଜୀବୀ. ସାମ୍ବାଦିକ, ସମାଜ ସେବି ଜନ ସାଧାରଣ ଯୋଗ ଦେଇଥିଲେ. ଏହାକୁ ସ୍ଥାନୀୟ ରାସୋଳ ସରପଞ୍ଚ ଦିବାକର ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ନୃତ୍ୟ ଗୀତରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ପୁରସ୍କୁତ ମଧ୍ୟ କରାଯାଇଥିଲା।