ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ଘାଟିରେ ପୁଣି ଟ୍ରକ ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଏବଂ ହେଲପର ସୁରକ୍ଷିତ ନେଇ ସୂଚନା
Baripada M, Mayurbhanj | Sep 5, 2025
ଶୁକ୍ରବାର ସଂଧ୍ୟା ପ୍ରାୟ ୭.୩୦ ଟାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ପୁଣି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି।...