ଆଠମଲ୍ଲିକ: ମଦୁଆ ଚାଳକ ଗିରଫ ୨ ବାଇକ ଜବତ
ଠାକୁରଗଡ ଓ ହଣ୍ଡପା ପୋଲିସ ସୋମବାର ଦିନ ଗାଡି ମଟର ଯାଞ୍ଚ କରିଛି । ଉଭୟ ପାର୍ଶ୍ଵ ରୁ ଆସୁଥିବା ସମସ୍ତ ବାଇକ
Athmallik, Angul | Aug 12, 2025
ଗୁଡିକ କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଏହି ସମୟ ରେ ମଦ୍ୟପାନ କରି ବାଇକ ଚଳଉଥିବା ଅଭିଯୋଗ ରେ ହଣ୍ଡପା ପୋଲିସ ଧଡରପାଳ ଗ୍ରାମର ହାଡିବନ୍ଧୁ...