ବଲାଙ୍ଗୀର: ପୁଇଁତଲା ବ୍ଲକ ଶମ୍ଭୁଖରେ ନିର୍ଦ୍ଧିଷ୍ଟ ପ୍ରଶିଶ୍ରମିକ ଦାବିରେ ଗଣ ଧାରଣା
ପୁଇଁତଲା ବ୍ଲକ ଶମ୍ଭୁଖରେ ଗଣ ଧାରଣା ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ, ପ୍ରୋତ୍ସାହନ ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପ୍ରଶିଶ୍ରମିକ ଦାବି କରି, ପୁଇଁତଲା ବ୍ଲକ ଶମ୍ଭୁଖରେ ଗଣ ଧାରଣା କରିଥିଲେ। ପ୍ରତିବାଦ କାରୀମାନେ କହିଛନ୍ତି— ପ୍ରୋତ୍ସାହନରେ ଅନିଶ୍ଚିତତା ଥିବାରୁ ପରିବାର ଚାଳନା କଷ୍ଟକର ହେଉଛି। ସେଥିପାଇଁ ସରକାର ଶିଘ୍ର ନିଷ୍ପତ୍ତି ନେଇ, ସ୍ଥାୟୀ ପ୍ରଶିଶ୍ରମିକ ଦେବାକୁ ଦାବି କରିଛନ୍ତି।