ଭୋଗରାଇ: ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହିତ ନିମାତପୁର ଗ୍ରାମରୁ ଅଭିଯୁକ୍ତକୁ ବାନ୍ଧିଲା ଭୋଗରାଇ ଅବକାରୀ ବିଭାଗ
Bhograi, Balasore | Jul 12, 2025
୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବଦ । ୫୭ ନମ୍ବର ରାଜ୍ୟ ରାଜପଥରୁ ଚଢ଼ାଉ କରି ଯୁବକଙ୍କୁ ବାନ୍ଧିଲା ଅବକାରୀ ବିଭାଗ । ଯୁବକ ଜଣଙ୍କ ହେଲେ...