ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କୁହିକା ପଞ୍ଚାୟତର ସରପଞ୍ଚଙ୍କ ଦେହାନ୍ତ ପରେ କୁହିକା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ବୁଲିଉଲି ନୂତନ ଭାବେ ସରପଞ୍ଚଙ୍କ କାର୍ଯ୍ୟନ୍ବୟନ ର ଦାୟିତ୍ବ ଗ୍ରହଣ କରିଥିବାରୁ ତାଙ୍କୁ ଗୁରୁବାର ଦିବା 2 ଘଟିକା ସମୟରେ କୁହିକା ପଞ୍ଚାୟତ କାର୍ଯ୍ୟାଳୟରେ ବିଜୁ ଜନତା ଦଳ କର୍ମକର୍ତ୍ତାମାନେ ଶ୍ରୀମତୀ ଲକ୍ଷ୍ମୀ ବୁଲିଉଲିଙ୍କୁ ପୁଷ୍ପ ବୁଛ ଦେଇ ସ୍ଵାଗତ ସମ୍ବର୍ଧନା ଜଣାଇଛନ୍ତି ।