ବଲାଙ୍ଗୀର: ଜଗନ୍ନାଥ ପଡାରେ ଧୁମଧାମରେ ପୁଅ ଜିଉଁତିଆ ଉତ୍ସବ ପାଳିତ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ମହିଳା
ବଲାଙ୍ଗିର ଜଗନ୍ନାଥ ପଡାରେ ଆଜି ପୁଅ ଜିଉଁତିଆ ଉତ୍ସବକୁ ନେଇ ମହିଳାମାନେ ବିଶେଷ ଉତ୍ସାହରେ ଅନୁଷ୍ଠାନ ପାଳନ କଲେ । ସନ୍ତାନଙ୍କ ଦୀର୍ଘାୟୁ, ସୁଖ-ସମୃଦ୍ଧି ପାଇଁ ଉପବାସ କରି ପାରମ୍ପରିକ ରୀତି-ରିବାଜରେ ପୂଜା କରାଗଲା । ସ୍ଥାନୀୟ ମହିଳାମାନେ କହିଛନ୍ତି ଯେ, ଏହି ପରମ୍ପରାଗତ ଉତ୍ସବ ସନ୍ତାନ ପ୍ରତି ମାତୃଭକ୍ତିର ପ୍ରତୀକ ବୋଲି କହିଛନ୍ତି