ପାଟଣାଗଡ: ସଟ୍ ସାକିଟ୍ ଲାଗି ମୁଖ୍ୟ ରାସ୍ତା କଡରେ ଥିବା ସୁନିଲ ପାତ୍ର ଙ୍କ ଘରେ ଲାଗିଲା ନିଆଁ
ପାଟଣାଗଡ଼ ମୁଖ୍ୟ ରାସ୍ତା କଡରେ ଥିବା ସୁନିଲ ପାତ୍ର ଙ୍କ ଘରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ନିଆଁ ଲାଗି ଯାଇଥିଲା ।ଘଟଣାର ଖବର ପାଇ ଅଗ୍ନି ଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ।ସଟ୍ ସାକିଟ୍ ଯୋଗୁଁ ନିଆଁ ଲାଗି ଥିବାର ଅନୁମାନ କରାଯାଉଛି ।