Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ତିର୍ତ୍ତୋଲ: ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ର ସରପଞ୍ଚ ଙ୍କୁ ଜିଲ୍ଲାପାଳ ଙ୍କ କାର୍ଯାଳୟ ପଡିଆରେ ଜିଲ୍ଲାପାଳ ଙ୍କ ଦ୍ୱାରା ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ

Tirtol, Jagatsinghpur | Feb 19, 2024
ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ର ସରପଞ୍ଚ ଙ୍କୁ ଜିଲ୍ଲାପାଳ ଙ୍କ କାର୍ଯାଳୟ ପଡିଆରେ ଜିଲ୍ଲାପାଳ ଙ୍କ ଦ୍ୱାରା ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ l ସୂଚନା ମୁତାବକ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ନିକଟରେ ଥିବା ପଡିଆରେ ମୁଖ୍ୟମନ୍ତ୍ରୀ ଙ୍କ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଏହି ଅବସରରେ ଆଜି ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ର ସରପଞ୍ଚ ଙ୍କୁ ମାନ୍ୟବର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l

MORE NEWS

ତିର୍ତ୍ତୋଲ: ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ର ସରପଞ୍ଚ ଙ୍କୁ ଜିଲ୍ଲାପାଳ ଙ୍କ କାର୍ଯାଳୟ ପଡିଆରେ ଜିଲ୍ଲାପାଳ ଙ୍କ ଦ୍ୱାରା ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ - Tirtol News