ସଦର: ବୋରଭଟା ଠାରେ ପାଞ୍ଚ ଦିନ ଧରି ୧୦ତମ ମହାଲକ୍ଷ୍ମୀ ପୂଜା ଆରମ୍ଭ ନେଇ ଆଜି ପୂଜକଙ୍କ ପ୍ରତିକ୍ରିୟା
କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ୍ କାମଥନା ପଞ୍ଚାୟତ ଅଧୀନ ବୋରଭଟା ଠାରେ ୧୦ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । କଳସଯାତ୍ରା ଗାଁର ପିପଲ୍ ନାଲା ଠାରୁ ରୀତିନୀତିରେ ପୂଜାର୍ଚ୍ଚନା ପରେ ପିପଲ୍ ନାଲା ରୁ କଳସରେ ପାଣି ଭରି ପୂଜା ମଣ୍ଡପ ଯାଏ ଅଣାଯାଇ ପୂଜାମଣ୍ଡପ ଠାରେ ସ୍ଥାପନ କରାଗଲା ପରେ ସଂଧ୍ୟା ପାଞ୍ଚ ଟାରେ ମାଁ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ଯାଇଛି। ଆଜି ପୂଜକ ପ୍ରତିକ୍ରିୟା