୩ ଜାନୁଆରୀ ୨୦୨୬ ମସିହା ସକାଳ ପ୍ରାୟ ୧୧ଟା ସମୟରେ ବଣାଇଗଡ଼ ସହର ସ୍ଥିତ କନ୍ତଯୋଡି ସାହିରେ ଥିବା ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ୨୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରିନ୍ସପାଲ ସଂଘମିତ୍ରା ମିଶ୍ରଙ୍କ ଅଧ୍ୟାକ୍ଷତାରେ ବାର୍ଷିକ ଉତ୍ସବକୁ ବଣାଇ ରାଜା ସାହେବ ବୀର କେଶରି ଇନ୍ଦ୍ର ଦେଓଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ଶୁଭେନ୍ଦୁକାନ୍ତ ମଲ୍ଲିକ, ରାଉରକେଲା ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ପ୍ରିନ୍ସିପାଲ ଡ଼. କେ. ବିଶ୍ୱନାଥ, ରାଉରକେଲା ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ସମ୍ପାଦିକା କାଞ୍ଚନ ମିଶ୍ର