କୋରାପୁଟ ସହର: କୋରାପୁଟ ରେ ଦିସା ମିଟିଂ ଶେଷ। କଣ କହିଲେ ଦିସାର ଚେୟାରମେନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଳାଖା ଶୁଣନ୍ତୁ
ମାନ୍ୟବର କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା, ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନିପତି, ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା ଏବଂ ବିଧାୟକ ରୂପୁ ଭତ୍ରାଙ୍କ ସହିତ କୋରାପୁଟ ସଦଭାବନା ଗୃହରେ ଦିଶା ବୈଠକରେ ଯୋଗ ଦେଲି। ଆଗାମୀ ଦିନରେ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଯୋଜନା ଯେପରି ଶୃଙ୍ଖଳିତ ଭାବରେ ପରିଚାଳିତ ହେବ ସେ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଳୋଚନା କଲି।