ତେଲକୋଇ: ଉଦୟଗିରି କାପୁନାଳି , ମିସନ ଅଞ୍ଚଳରେ ଗୋଠ ଛଡ଼ା ହାତୀ ,ଅଞ୍ଚଳରେ ଭୟର ବାତାବରଣ ,ହାତୀଙ୍କୁ କଡ଼ା ନଜର ରଖିଛି ବନବିଭାଗ
ଉଦୟଗିରି କାପୁନାଳି , ମିସନ ଅଞ୍ଚଳରେ ଗୋଠ ଛଡ଼ା ହାତୀ ,ଅଞ୍ଚଳରେ ଭୟର ବାତାବରଣ ,ହାତୀଙ୍କୁ କଡ଼ା ନଜର ରଖିଛି ବନବିଭାଗ । ଧାନଫସଲ ଜଗୁ ଥିବା ଚାଷୀ ଭୟର ଆତଙ୍କ ମଧ୍ୟରେ । ଆଜି ରାତ୍ରୀ ୧୧.୨୦ ମି. ସମୟର ସୂଚନା l