ଆଜି 4 ଟା ସମୟରେ ଛେଣ୍ଡିପଦା ପୁରିହାବେଡା ଗ୍ରାମର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ଏହି ଅବସରରେ ବିଧାୟକ ଫାଇନାଲରେ ବିଜୟୀ ଓ ପରାଜିତ ଟିମକୁ ପୁରସ୍କୃତ କରିଥିଲେ । ଏନେଇ ବିଧାୟକ କହିଛନ୍ତି ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ଉତ୍ସାହ ଓ ଉଦ୍ଦୀପନା ଅତ୍ୟନ୍ତ ପ୍ରଶଂସନୀୟ । ସମସ୍ତ ପ୍ରତିଯୋଗୀ ଓ ଆୟୋଜକଙ୍କୁ ଶୁଭେଚ୍ଛା ।