ଆଜି ଦିନ ଏକ ଘଣରାପୁଟ ସୁନାବେଡ଼ା 26 ନମ୍ୱର୍ ଜାତିୟ ରାଜପଥର ଆଂଚଳିକ ପରିବହନ କାର୍ଯ୍ୟଳୟ ନିକଟରେ ବଡ଼ ଦୁର୍ଘଟଣା... ଟ୍ରକ ର ବ୍ରେକ ଫେଲ ହେଇଥିବାରୁ ଟ୍ରକ ଆଗ ରେ ଯାଉଥିବା ଦୁଇ ଚାରି ଚକିଆ ଗାଡ଼ି କୁ ଧକା ଦେବା ସହ ଆଠ ଟି ବାଏକ କୁ ଧକା ଦେଇଥିଲା ଟ୍ରକ। ଦୁର୍ଘଟନା ଏତେ ବଡ଼ ଥିଲା ଯେ ବିଦ୍ୟୁତ୍ ପୋଲ ଭି ଚିଣ୍ଡିପଡ଼ିଲା।ଚାରି ଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ୍ ରେ ଭର୍ତି କରାଯାଇଚି। ଆଠ ଟି ଯାକ ବାଇକ୍ ଭାଙ୍ଗି ଚୁରମାର୍ ହୋଇଯାଇଛି। ଘଟଣା ସ୍ଥଳ ରେ କୋରାପୁଟ ସଦର ପୁଲିସ ଏବଂ ଅଗ୍ନିସମ୍ ବିଭାଗ ପୋହଂଚୀ ଜାତିୟ ରାଜପଥ କୁ ସ୍ଵାଭାବିକ କ