ବାସୁଦେବପୁର: ଆର୍ତ୍ତୁଙ୍ଗ ପଞ୍ଚାୟତରେ ପାଳିତ ହେଉଥିବା ହନୁମାନ ଜୟନ୍ତୀରେ ଯୋଗଦେଲେ ବାସୁଦେବପୁର ବିଧାୟକ
ଆର୍ତ୍ତୁଙ୍ଗ ପଞ୍ଚାୟତରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଶନିବାର ଯୋଗ ଦେଇଛନ୍ତି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ଏହି ସମୟରେ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।