ଦେବଗଡ: ଚାକିରୀ ପ୍ରଲୋଭନ ଦେଖାଇ ଫୁଲପଥରଖୋଳ ଗାଁର ଜନୈକା ଯୁବତୀ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ
Debagarh, Debagarh (Deogarh) | Jun 9, 2025
ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ । ଦେବଗଡ ଜିଲ୍ଲା ଫୁଲପଥରଖୋଳ ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ଝିଅ କାଜଲ...