ବିରମହାରଜପୁର ମୁଖ୍ୟ ଛକ ଠାରେ ପିଜେପିର ବିଜୟ ଉତ୍ସବ ପାଳନ ଓ ମିଷ୍ଟାନ୍ନ ବଣ୍ଟନ ନୂଆପଡ଼ା ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରଜପୁର ର ମୁଖ୍ୟ ଛକ ଠାରେ ବଡ଼ ଧୁମଧାମରେ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି।ଏହି ଅବସ୍ଥାରେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ୍ ଙ୍କ ସମେତ ସତାଧିକ ବିଜେପି କର୍ମୀ ନିଜକୁ ସାମିଲ କରିଥିଲେ।