ପଦ୍ମନାଭପୁର ସରସ୍ବତୀ ବିଦ୍ୟାମନ୍ଦିରରେ ବିଶାଳ ରକ୍ତଦାନ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ଓ ଆନ୍ଧ୍ରପ୍ରଦେଶ ପଲାସା ସ୍ଥିତ ପ୍ରାଣଦାତ ରକ୍ତ କେନ୍ଦ୍ରର ମିଳିତ ଅନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ସହଯୋଗ କରିଥିଲେ।