ପରଜଙ୍ଗ: ଭୁବନ ବାଜିରାଉତ ମହାବିଦ୍ୟାଳୟ ଓ ବିନାୟକ ଇଂରାଜୀ ମିଡିୟମ ସ୍କୁଲରେ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Parajang, Dhenkanal | Jul 9, 2025
ଭୁବନ ବାଜିରାଉତ ମହାବିଦ୍ୟାଳୟ ଓ ବିନାୟକ ଇଂରାଜୀ ମିଡ଼ିୟମ ସ୍କୁଲରେ ବୁଧବାର ଅପରାହ୍ନ ୧ଟାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...