ବଲାଙ୍ଗୀର ଜିଲ୍ଲାର ପାଣ୍ଢେଲ ଗ୍ରାମ ନିକଟରେ ଦୁର୍ଘଟଣା ୨ଗୁରୁତର ମେଡିକାଲ ରେ ଭର୍ତ୍ତି l ଗୁରୁତର ମାନେ ହେଲେ ବିଜୟ ସାହୁ ଓ ଅମିତ ସାହୁ ବାଇକ ଚଳାଇବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ଦୁହେଁ ଦେଶେଇ ମୁଣ୍ଡା ଗ୍ରାମର ବୋଲି ଜଣାପଡିଛି। ରାତିରେ ରାସ୍ତା ଉପରେ ଧାନ ଗଦା ଥିବାରୁ ଏବଂ ଅନ୍ଧାରରେ ଦେଖି ପାରିନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂତ୍ରରୁ ଜଣାପଡିଛି। ଦୁର୍ଘଟଣା ପରେ ଦୁହିଁଜଣଙ୍କୁ ଭୀମ ଭୋଇ ମେଡିକାଲ ରେ ଆଜି ରାତି ୯ଟା ସମୟ ରେ ଭର୍ତ୍ତି କରାଯାଇଛି।।