ସାମସିଂହା ଛାତ୍ରୀ ନୀବାସ ନିକଟ ରାସ୍ତାରୁ ମିଳିଲା ସୁନା ଅଳଙ୍କାର ବ୍ୟାଗ , ପ୍ରକୃତ ପ୍ରମାଣ ଦେଇ ନେବାକୁ କଲେ ଅନୁରୋଧ ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ - କିଶୋରନଗର ରାସ୍ତାର ସାମସିଂହା ଛାତ୍ରୀନିବାସ ନିକଟରେ ସୋମବାର ମଧ୍ଯାନ୍ନ ସମୟରେ ରାସ୍ତାରେ ପଡିଥିବା କିଛି ସୁନା ଅଳଙ୍କାର ଓ କିଛି ଟଙ୍କା ଥିବା ବ୍ୟାଗ କଦଳୀଗଡ ଗ୍ରାମର ଜିତେନ୍ଦ୍ର ପ୍ରସାଦ କଅଁର ପାଇଥିବା ସେ ପ୍ରକାଶ କରିଛନ୍ତି।ଜିତେନ୍ଦ୍ର ରାସ୍ତାରେ ଯାଉଥିବା ବେଳେ ଅଜଣା ବ୍ୟାଗଟିଏ ରାସ୍ତାରେ ପଡିଥିବା ଦେଖିଥିଲେ।ବ୍ୟାଗଟିକୁ ଉଠାଇ ଭିତରେ କଣ ଅଛି ବୋଲି ଜାଣିବାକୁ ଚାହିଁ ବ୍ୟାଗଟିକୁ ଖୋଲିଥିଲେ।ଭିତରେ ସାଇ କଲେକ୍ସନ ର