କଟକ ପୌରାଞ୍ଚଳ: ଡକାୟତି ଘଟଣାରେ ଜଙ୍କିଆ ପୁଲିସ ମଙ୍ଗଳବାର କଟକ ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗାବଜାରରେ ଚଢ଼ଉ କରି ସୁନା ରୂପା ଜବତ କରିଛି
Cuttack M Corp PS, Cuttack | Sep 9, 2025
ବଡ଼ ଧରଣର ଡକାୟତି ଘଟଣାରେ ଜଙ୍କିଆ ଥାନା ପୁଲିସ ମଙ୍ଗଳବାର ରାତି ୮ଟାରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗାବଜାର ଅଞ୍ଚଳରେ ଚଢ଼ଉ କରି...