ଫୁଲବାଣୀ ସହର: ଦମତୁରା ଗ୍ରାମରେ ଲଗାଣ ବର୍ଷା ଜଗୁ ଭାଙ୍ଗିଲା କଲଭେଟ
ଲଗାଣ ବର୍ଷା ଜଗୁ ଭାଙ୍ଗିଲା କଲଭେଟ, ଏହି ଭଳି ଦୣଶ୍ୟୁ ରବିବାର ସକାଳ 11ଘଣ୍ଟିକାରେ ଦମତୁରା ଗ୍ରାମରେ, ଲଗା ବର୍ଷା ଯଗୁ ଜହି ନାଳ ଉପରକୁ ବର୍ଷାଜଳ ପ୍ରଭାହିତ ହେବା ର ଦେଖିବାକୁ ମିଳିଛି, ଦମତୁରା ନାଳ ଉପରେ ପଣି ପ୍ରଭାହିତ ହେବା ପରେ ଉକ୍ତ ନାଳର ମାଟି ଓଢ ତଡା ଖସି ଯାଇଛି ଯାହାରି ଫଳରେ ଏବେ ଯଦି ପ୍ରଶାସନ ଯଦି କାଯ୍ୟାନୁଷ୍ଠାନ ନନେବେ ତେବେ ଗ୍ରାମସହ ଯଗାଜଗ ବିଛିନ୍ନ ହେବାର ସମ୍ଭବନା ରହିଛି