ଲୁହାପଙ୍କ ସ୍ୱାମୀ ହରିହରାନନ୍ଦ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଲୁହାପଙ୍କ ସ୍ୱାମୀ ହରିହରାନନ୍ଦ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସକାଳେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଟି 2 ଦିନ ଧରି ଅନୁଷ୍ଠିତ ହୋଇଥିଲା l ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଲୁହାପଙ୍କ ଗ୍ରାମପଂଚାୟତ ର ସରପଞ୍ଚ ଚିନ୍ମୟୀ ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ କ୍ଲଷ୍ଟର ସଂଯୋଜକ ଶ୍ରୀ ସୁଜିତ କୁମାର ଭୋଇ ଯୋଗଦେଇ କ୍