ଲକ୍ଷ୍ମୀପୁର: ତେନ୍ତୁଳି ପଦର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ସହ ଆଲୋଚନା କଲେ ବ୍ଲକ ଚେୟାରମ୍ୟାନ ଓ ପ୍ରୋବେସାନେରୀ ଆଇଏଏସ
ଆଜି ଦିନ ୩ଟା ସମୟରେ ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକ ତେନ୍ତୁଳି ପଦର ଉଚ୍ଚ ବିଦ୍ୟାଳୟ ଗସ୍ତ କରିଛନ୍ତି ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥଙ୍କ ସହ ବିଡିଓ ଦାଇତ୍ୱ ରେ ଥିବା ପ୍ରୋବେସାନେରୀ ଆଇଏଏସ ସନ୍ତୋଷ କୁମାର ପାତ୍ର।