ବରଗଡ: ଜିଲ୍ଲା ପ୍ରଶାସନ ପାଇଁ ଲଜ୍ଜା, ରାଣାପ୍ରତାପ ସ୍କୁଲ ନିକଟ ଶୋଚନୀୟ ରାସ୍ତାକୁ ମରାମତି କରିପାରିଲା ନାହିଁ ପ୍ରଶାସନ, ଶେଷରେ ଜନତା କଲେ ମରାମତି
Bargarh, Bargarh (Baragarh) | Sep 1, 2025
ଜିଲ୍ଲା ପ୍ରଶାସନ ର ଅବହେଳା ଅନ୍ତରେ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ମରାମତି ହେଲା ରାସ୍ତା | ସୋମବାର ଦିବା 11 ଘଣ୍ଟା...