ବ୍ରହ୍ମପୁର ଟାଉନ ଥାନା ପୋଲିସ ଗେଟ୍ ବଜାର ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ଦଣ୍ଡ ମହାରଣା କୁ ଗିରଫ କରିଛି l ଆର୍ମସ୍ ଏକ୍ଟ୍ ରେ ଗିରଫ କରାଯାଇଛି l ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଦଣ୍ଡ ମହାରଣା ନାଁରେ ୨୨ ଗୋଟି ମାମଲା ରହିଥିବା ରହିଛି ବୋଲି ଶୁକ୍ରବାର ଅପରାହ୍ନରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ଵଣା ବିବେକ ଏମ୍ l