ଟିଟିଲାଗଡ: ଟିଟିଲାଗଡ଼ ନିକଟସ୍ଥ ବାଗଡେର ଗ୍ରାମରେ ଟିଟିଲାଗଡ଼ ବିଧାୟକଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ନିଜର ପ୍ରତିକ୍ରିୟା ପ୍ରକାଶ କଲେ ନିଲ ରଣା।
Titlagarh, Balangir | Jul 28, 2025
ଟିଟିଲାଗଡ଼ ନିକଟସ୍ଥ ଭାଲେ ଗାଁ ଗ୍ରାମ ପଞ୍ଚାୟତର ବାଗଡେର ଗ୍ରାମର ନୀଳ ରଣା ନିଜର ଏକ ମାସର ଶିଶୁ କନ୍ୟାକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି...