ଭଟଲି: ଉର୍ଦୁନା ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ନେଇ କ୍ଯାରିୟର କାଉନସିଲିଂ ଅନୁଷ୍ଠିତ
ଉର୍ଦୁନା ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ନେଇ କ୍ଯାରିୟର କାଉନସିଲିଂ ଅନୁଷ୍ଠିତ ଭଟଲିବ୍ଳକ ଉର୍ଦୁନା ହାଇସ୍କୁଲରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଆଜି ଦିନ ୨ଟା ରେ ଏକ କ୍ୟାରିଅର କାଉନସିଲିଂ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେଏକ ସଭା ହୋଇଥିବା ବେଳେ ଭଟଲି ହେଡ ଏଣ୍ଡ ହାର୍ଟ ପବ୍ଲିକସ୍କୁଲରଅଧ୍ୟକ୍ଷ ସରୋଜ କୁମାର ସାହୁ, ସାମ୍ବା ଦିକ ନରସିଂହ ଚରଣ ସାହୁ, ଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ,ଶିକ୍ଷକ ସାନନ୍ଦ ମେହେର, ଶିକ୍ଷୟିତ୍ରୀ ରିମା ଭୂୟାଁ, ଟିକେଶ୍ୱର ମହାପାତ୍ର ଦେବାନନ କରଣ, ପ୍ରମୋଦ ମହାପାତ୍ର ଉପସ୍ଥିତ ଥିଲେ