ଟେଲାପାଲି ଠାରେ ପିତାମାତା ସହଭାଗିତା ତଥା ଭଗବାନ ବିର୍ଷାମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ।ଏହି କାଯ୍ଯକ୍ରମ ଟି ଶନିବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ରେ ଶେଷ ହଇଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଞ୍ଚାୟତ ସଦର ମହକୁମା ଅନ୍ତର୍ଗତ ଟେଲାପାଲି ଉଚ୍ଚ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ଠାରେ ଆଜି ଭଗବାନ ବିର୍ଷାମୁଣ୍ଡାଙ୍କ୧୫୧ତମ ଜନ୍ମ ଜୟନ୍ତୀ ତଥା ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମ