Public App Logo
କଟକ ପୌରାଞ୍ଚଳ: ଅଟୋ ଚାଳକମାନଙ୍କ ବେପରୁଆ ଗାଡିଚାଳନା ପାଇଁ କାଠଯୋଡ଼ି ରିଂବନ୍ଧରେ ରବିବାର ଏକ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଛନ୍ତି। - Cuttack M Corp PS News