ଆଠମଲ୍ଲିକ: ଆଠମଲ୍ଲିକ ରେ ଜିଲ୍ଲା ପାଳ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସଭା ଗୃହ ପରିସରରେ ସୋମବାର ଦିନ ଜିଲ୍ଲା ପାଳ
Athmallik, Angul | Sep 1, 2025
ଙ୍କର ଜଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସକାଳ 10 ଟା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ 3 ଟା ରେ ସମାପ୍ତ ହୋଇ ଥିଲା...