ଜାନୁଆରୀ ୨୪ ତାରିଖ ସକାଳ ପ୍ରାୟ ୧୧ଟାରୁ ଅପରାହ୍ନ ୪ ଟା ପାଖାପାଖି ଜଲଦା ସ୍ଥିତ କଂସର ଗ୍ରାମନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟି ବିଲ ମଝି ପଡିଆରେ ଖସିପଡି ୯ ସଂଖ୍ୟା ବିଶିଷ୍ଟ ଆସନ ଥିବା ଚାର୍ଟର ବିମାନ ଟିକୁ ରଘୁନାଥପାଲି ଥାନା ଅଧିନ ଜଲଦା ଫାଣ୍ଡି ଅଧିକାରୀ ଧ୍ୟାନଚାନ୍ଦ ଖିଲାରଙ୍କ ତତ୍ୱାବଧାନରେ କ୍ରେନ ଯୋଗେ ଉଠାଯାଇ ଟ୍ରଲର ଟ୍ରକରେ ଲଦା ହୋଇ ମରାମତି ନିମନ୍ତେ ଗନ୍ତବ୍ୟ ସ୍ଥଳକୁ ପଠାଗଲା...