ହିନ୍ଦୋଳ: ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣୀ ଶିବିରରେ ୭୮ଟି ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ଦିନ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ବିଭିନ୍ନ ସମସ୍ୟାର ୭୮ଟି ଅଭିଯୋଗ ହୋଇଥିଲା । ବିଭିନ୍ନ ସମସ୍ୟାକୁ ନେଇ ବ୍ୟକ୍ତିଗତ ଭାବେ ୫୮ ଟି ଅଭିଯୋଗ, ବିଭିନ୍ନ ଗ୍ରାମ ସମସ୍ୟା ନେଇ ୧୧ଟି ଅଭିଯୋଗ,CMRFରେ ୭ଟି, ରେତକ୍ରସରେ ୨ଟି ଅଭିଯୋଗ ହୋଇଥିଲା। ୧୧ଟି ମାମଲାର ସମାଧାନ କରାଯାଇଥିଲା।୧ଲକ୍ଷ ୬୫ ହଜାର ଟଙ୍କା ବିଭିନ୍ନ ସମସ୍ୟା ପାଇଁ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏବଂ ହିନ୍ଦୋଳ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ