ଜୁନାଗଡ: ଅଜଣା ମୃତ ବ୍ୟକ୍ତି ଙ୍କ ଚିହ୍ନଟି କରଣ ପାଇଁ ସୋସିଆଲ ମେଡିଆରେ ଫୋଟୋ ପ୍ରସାରିତ କଲେ ଜୁନାଗଡ଼ ଥାନା ଅଧିକାରୀ .
Junagarh, Kalahandi | Sep 10, 2025
ବ୍ୟକ୍ତି ଜଣକ ଗୋଟିଏ ଘରୋଇ ବସରେ ଜୟପୁର ଯାଉଥିବା ବେଳେ ହଠାତ ଛାତି ଯନ୍ତ୍ରଣା ହେବାରୁ ବସ କଣ୍ଡକ୍ଟର ଜୁନାଗଡ଼ ଡାକ୍ତରଖାନା କୁ ନେଇ ଭର୍ତି...