ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ଠାରେ ଅନ୍ତଦ୍ବୟ ଗୃହ ଯୋଜନା ର ଶୁଭାରମ୍ଭ
ଭରଚୁଆଲ ମାଧ୍ୟମରେ ରାଜ୍ୟ ପ୍ରଶାସନ ପକ୍ଷରୁ ଅନ୍ତଦ୍ବୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ  କୋଷାଗୁମୁଡା ବ୍ଲକ ଠାରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ବିଭିନ୍ନ ଜନହିତକର ଯୋଜନା ହାତକୁ ନେଇଛନ୍ତି l ବଞ୍ଚିତ ରହିଥିବା ଗରିବ ନିରୀହ ଲୋକଙ୍କୁ କିପରି ଗୃହ ଯୋଗେଇ ଦିଆଯିବ ସେ ନେଇ ତତ୍ପର ସରକାର l ଘରକୁ ଘର ସର୍ଭେ କରାଯାଇ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି l ଏହି ଅବସରରେ ଆଜି ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି l