ଅତାବିରା: ଗୋଡଭଗା ପିଏମଶ୍ରୀ ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ରା ପ୍ରକଳ୍ପ ପ୍ରଦର୍ଶନୀ ,କୁଇଜ୍ ଓ ସି.ଇ.ଏସ. ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ
ଅଦ୍ୟ ତା ୨୯-୧୧-୨୦୨୫ ରିଖ ଶନିବାର ଦିନ ପି.ଏମ. ଶ୍ରୀ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଗୋଡ଼ଭଗା ଠାରେ ଅତାବିରା ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ(ରା) ତରଫରୁ ପ୍ରକଳ୍ପ ପ୍ରଦର୍ଶନୀ ଏବଂ କୁଇଜ୍ ପ୍ରତିଯୋଗିତା ଏବଂ ସେଣ୍ଟର୍ ଫର୍ ଏନଭାର୍ମେଣ୍ଟାଲ ଷ୍ଟଡି (ସି.ଇ.ଏସ.) ତରଫରୁ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ