ମୌସୁମୀ ବର୍ଷା ସହ ପବନ ହୋବା ଫଳରେ ବେଲଝରି ଗ୍ରାମରେ ଘର ପାଖରେ ଥୁବା ତେନ୍ତୁଳି ଗଛ ପଡି ଗୋଟିଏ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଏକ ଘରର ଆଜବେଷ୍ଟ ଭାଙ୍ଗି ଚୂରମାର ହେଲା। ଦୁଇଟି ଘରର ଆଜଭେଷ୍ଟ ସବୁ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପାରିବାର।ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।