ଜି ଉଦୟଗିରି: ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅବ୍ୟବସ୍ଥା ସମାଧାନ ପାଇଁ ଦାବୀ # jansamasya
ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅବ୍ୟବସ୍ଥା ସମାଧାନ ପାଇଁ ଦାବୀ ।ବହୁ ଦିନ ଧରି ବହୁ ସମସ୍ୟା ଉପରେ ଗୁରୁତ୍ବ ଦେବା ପାଇଁ ଲୋକେ କଲେ ଦାବୀ,ଲାଇଟ୍,ପାନୀୟ,ଡ୍ରେନେଜ୍ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି।ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଅଛି।