Public App Logo
Jansamasya
National
Fidfimpact
Pmmsy
Fitwithfish
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi

ରାସଗୋବିନ୍ଦପୁର: ବଡାମପୁର ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଅଗ୍ରସର ହେଲେ ୩୭ ଟିକିଆ ବଣୁଆ ହାତୀପଲ

ରାସଗୋବିନ୍ଦପୁର ଥାନା ତଥା ବ୍ଲକଅଧୀନ ବଡାମପୁର ଜଙ୍ଗଲରୁ ବାହାରି ବୁଧବାର ରାତି ସାଢେ୧୧ଟାରେ ଜନବସତିମୁହାଁ ଅଗ୍ରସର ହେଉଛନ୍ତି ୩୭ଟିକିଆ ବଣୁଆ ହାତୀପଲ l ୬୭ଟିକିଆ ହାତୀପଲ ବାଲେଶ୍ୱରଜିଲ୍ଲା କୁଲଡିହା ଅଭୟାରଣ୍ୟକୁ ପଳାଇ ଯାଇଥିବା ବେଳେ ପଛରେ ୩୭ଟିକିଆ ହାତୀପଲ ଆଗକୁ ଅଗ୍ରସର ହେଉଛନ୍ତି l ବୁଧବାର ରାତିରେ ହାତୀପଲ ବଡାମପୁର ଜଙ୍ଗଲରୁ ବାହାରି ଜନବସତି ମୁହାଁ ଅଗ୍ରସର ହେଉଥିବା ବେଳେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଛନ୍ତି l

MORE NEWS

ରାସଗୋବିନ୍ଦପୁର: ବଡାମପୁର ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଅଗ୍ରସର ହେଲେ ୩୭ ଟିକିଆ ବଣୁଆ ହାତୀପଲ - Rasagobindapur News