ଟିଟିଲାଗଡ: ସଇଁତଳା ନଦୀ ରାସ୍ତା ଖରାପ ଥିବା ଅଭିଯୋଗ ପରେ ସେହି ରାସ୍ତାରେ ପଡ଼ିଲା ମାଟି
ବହୁତ୍ ଦିନ ଧରି ସଇଁତଳା ନଦୀ ରାସ୍ତା ଖରାପ ହୋଇଥିଲା l ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କଲା ପରେ ରାସ୍ତାରେ ମାଟି ପକାଗଲା l ଏହି କାର୍ଯ୍ୟ କରି ଥିବାରୁ ସରପଞ୍ଚ ଶ୍ରୀ ସୁବ୍ରତ ନାଗ ଯାଦବ ଅଧିକାରୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟ କରିବା ଦ୍ୱାରା ନଦୀ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି କହିଛନ୍ତି