ବଲାଙ୍ଗୀର: ଖଦାଲ ପଡ଼ା ମଙ୍ଗଳା ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟଣା,ସାଇଣ୍ଟିଫିକ ଟିମ ସ୍ଥଳକୁ ପହଞ୍ଚି ଛାନବିନ ଆରମ୍ଭ
ବଲାଙ୍ଗିର ସହର ଭିତରେ ହତ୍ୟା | ଦିନ ଦ୍ବିପ୍ରହରେ ହତ୍ୟା | ମାଁ ସମ୍ମୁଖରେ ପୁଅକୁ ହତ୍ୟା | ଗତକାଲି ଏପରି ଏକ ହତ୍ୟାକାଣ୍ଡ ଘଟିଥିଲା ବଲାଙ୍ଗିର ଟାଉନ ଥାନା ଖଦାଳପଡାର ମଙ୍ଗଳା ମନ୍ଦିର ନିକଟରେ | ରାଜ ବେହେରା ନାମକ ଜଣେ ଯୁବକକୁ ଦୁଇଜଣ ଯୁବକ ବାହାରକୁ ଡାକି ହତ୍ୟା କରିଥିଲେ | ଆଜି ଟାଉନ ପୋଲିସ ର ସାଇଣ୍ଟିଫିକ ଟିମ ଆଜି ଅପରାହ୍ନ ୧୧ଟା ୪୫ ମିନିଟ ସମୟ ରେ ଘଟଣା ସ୍ଥଳକୁ ଯାଇ ଛନଭିନ କରିଛି | ପ୍ରତ୍ୟାକ୍ଷ ଦର୍ଶୀଙ୍କ ବୟାନ ରେକର୍ଡ କରିଛି ପୋଲିସ | ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରାକଦର୍ଶୀ